Opepa Merit List online Odisha OPEPA SS result 2018 Check Shikshya Sahayak Merit list. Opepa SS Select List/ Draft List official website detail
Odisha Primary Education Programme Authority (OPEPA) Recruitment Notification for 14087 Sikshya Sahayaks (5044 Backlog Vacancy + 9043 Fresh Vacancy) Post has been announced on official website. As the registration process is over, now the authority is on the way to publish Merit list of the candidates selected on the basis of Merit. The merit list will be published on its official website i.e. within 15 days. The candidates can get and check the OPEPA SS Merit List / Select List on http://www.opepa.in very soon.
Update nov 6: Please see the detail below for 2nd provisional Merit list
Exam Authority | OPEPA |
Exam Name | Shiksha Sahayak |
Number of posts | 14087 |
OPEPA Merit List availability | updated |
Official Website | http://www.opepa.in/ |
In the notification, the Government of Odisha School & Mass Education Department approved 9043 Fresh vacancies along with 5044 Backlog vacancies. So, online applications were invited for total 14087 vacancies of Shiksha Sahayaks in Primary Schools of the state of Odisha.
As per the notification, the candidates will be selected only on basis of Merit List i.e. percentage of marks. Shiksha Sahayaks will be engaged in each Revenue District by the Zila Parishad by a selection committee. The engagement will be on annual contract basis. The contract will be renewed in subsequent years depending upon the performance of the candidates.
The committee will shortlist the candidates on basis of merit list. The draft list prepared by the district authorities will be published on official website. The candidates will be called for document verification at the district level. The schedule will be published shortly. District Wise Post wise merit list will be published on OPEPA website.
We will upload the OPEPA district wise and post wise merit list here on this page. The candidates can check the Draft Select List very soon.
This post was last modified on October 4, 2023 1:30 pm
View Comments
rajesh bhai jaha kahile thik tenu suprem court kara. but high court desicion dekhiki..bahu overage pilanka bhabisyTa andha kara madhyanku peli hei jauchi...
ଗଣଶିକ୍ଷା ବିଭାଗର ଜବାବ ଦାଖଲ: ବୟସସୀମା ୩୨କୁ ଗୁରୁତ୍ୱBy Sambad | Date: Jul 5 2017 5:01AM0000କଟକ: ଶିକ୍ଷା ସହାୟକ ନିଯୁକ୍ତି ସଂପର୍କିତ ବିଚାରାଧୀନ ମାମଲା ଗୁଡିକରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଜବାବ ଦାଖଲ କରିଛି। ନିଯୁକ୍ତି ବୟସସୀମା ୩୨ ରହିବା ସହିତଅନ୍ୟାନ୍ୟ ଯୋଗ୍ୟତା ନିର୍ଦ୍ଧାରଣରେ କୌଣସି ତ୍ରୁଟି ନାହିଁ ବୋଲି ବିଭାଗ ପକ୍ଷରୁ ଦର୍ଶାଯାଇଛି। ୨୦୧୬, ଡିସେମ୍ବର ୨୬ରେ ପ୍ରକାଶିତ ଏ ସଂପର୍କିତ ବିଜ୍ଞପ୍ତିକୁ ଚାଲେଞ୍ଜ କରି ରୁଜୁ ମାମଲାରେ ଗଣଶିକ୍ଷା ବିଭାଗ ଯୁଗ୍ମ ସଚିବ ବିଶ୍ୱନାଥ ସେଠୀ ଏହି ସତ୍ୟପାଠ ଦାଖଲ କରିଛନ୍ତି। ନିଯୁକ୍ତି ବିଜ୍ଞପ୍ତିରେ ଶିକ୍ଷା ସହାୟକଙ୍କ ପାଇଁ ଧାର୍ଯ୍ୟ କରାଯାଇଥିବା ସର୍ବାଧିକ ବୟସ ସୀମା, ଶିକ୍ଷାଗତ ଯୋଗ୍ୟତା ଓ ଅନ୍ୟ କେତେକ ମାନଦଣ୍ଡ ଗ୍ରହଣୀୟ ନୁହେଁ ଏବଂ ଏହା ପୂର୍ବ ବର୍ଷ ଗୁଡିକରେ ପ୍ରକାଶିତ ବିଜ୍ଞପ୍ତିର ବିରୁଦ୍ଧାଚରଣ କରୁଛି ବୋଲି ଦର୍ଶାଇ ଆବେଦନକାରୀମାନେ ଏପରି ବିଜ୍ଞପ୍ତି ରଦ୍ଦ କରିବାକୁ ହାଇକୋର୍ଟରେ ପ୍ରାର୍ଥନା କରିଥିଲେ। ଅନ୍ୟପକ୍ଷରେ ଗଣଶିକ୍ଷା ବିଭାଗ ପକ୍ଷରୁ ଦର୍ଶାଯାଇଛି ଯେ ଓଡିଶା ଏଲିମେଣ୍ଟାରି ଏଜୁକେସନ୍ (ମେଥଡ ଅଫ୍ ରିକ୍ରୁଟମେଣ୍ଟ ଆଣ୍ଡ୍ କଣ୍ଡିସନ୍ସ ଅଫ୍ ସର୍ଭିସ ଅଫ୍ ଟିଚର୍ସ ଆଣ୍ଡ୍ ଅଫିସର୍ସ) ଆମେଣ୍ଡମେଣ୍ଟ ରୁଲ୍ସ, ୨୦୧୪ ଓ ଓଡିଶା ସିଭିଲ ସର୍ଭିସେସ (ଫିକ୍ସେସନ୍ ଅଫ୍ ଅପର ଏଜ୍ ଲିମିଟ) ରୁଲ୍ସ ଅନୁସାରେ ସର୍ବାଧିକ ବୟସ ସୀମା ୩୨ ଧାର୍ଯ୍ୟ କରାଯାଇଛି। ଓଟିଇଟି ପାସ୍ ଯୋଗ୍ୟତା ସମସ୍ତ ପ୍ରାର୍ଥୀଙ୍କ ପାଇଁ ବାଧ୍ୟତାମୂଳକ କରାଯିବା ପ୍ରସଂଗରେ ବିଭାଗ ପକ୍ଷରୁ ଦର୍ଶାଯାଇଛି ଯେ ଶିକ୍ଷା ଅଧିକାର ଆଇନ ଅନୁସାରେ ଏହି ମାନଦଣ୍ଡ ଧାର୍ଯ୍ୟ କରାଯାଇଛି କେବଳ ପିଲାମାନଙ୍କୁ ଗୁଣବତ୍ତା ଥିବା ଶିକ୍ଷା ପ୍ରଦାନ ପାଇଁ। ଏଥି ସହିତ ଓଟିଇଟି ପରୀକ୍ଷା ଦେବା ଲାଗି ପ୍ରାର୍ଥୀଙ୍କ ପାଇଁ କୌଣସି ସର୍ବାଧିକ ବୟସ ସୀମା ନାହିଁ। ବିଜ୍ଞପ୍ତିରେ ୨୦୧୬-୧୭ ବର୍ଷରେ ୧୪ ହଜାର ୮୭ଟି ଶିକ୍ଷା ସହାୟକ ପଦବି ପୂରଣ ହେବ ବୋଲି ସୂଚନା ଦିଆଯାଇଥିବା ବେଳେ ୨୦୧୪-୨୦୧୫ ବର୍ଷର ଖାଲି ପଡିଥିବା ୭ ହଜାର ପଦବି ଏଥି ମଧ୍ୟରେ ଅନ୍ତର୍ଭୁକ୍ତ ବୋଲି କେତେକ ଆବେଦନକାରୀ ଦର୍ଶାଇଥିଲେ। ଏପରି ପରିସ୍ଥିତିରେ ପୂର୍ବ ବର୍ଷ ଗୁଡିକରେ ଶିକ୍ଷା ସହାୟକ ପଦବି ପୂରଣ ପାଇଁ ଥିବା ନିୟମ ୨୦୧୬-୧୭ ବର୍ଷର ବିଜ୍ଞପ୍ତି ପାଇଁ ଲାଗୁ କରାଯିବା ଉଚିତ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିବା ବେଳେ ଗଣଶିକ୍ଷା ବିଭାଗ ପକ୍ଷରୁ ଏହାକୁ ଅସ୍ୱୀକାର କରାଯାଇଛି।ସତ୍ୟପାଠରେ ଦର୍ଶାଯାଇଛି ଯେ ପ୍ରତ୍ୟେକ ବର୍ଷର ଖାଲି ପଡୁଥିବା ପଦବି ପାଇଁ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତିରେ ପ୍ରକାଶ କରାଯାଇଥିବା ୧୪ ହଜାର ୮୭ଟି ପଦବି ମଧ୍ୟରେ କୌଣସି ପୁରୁଣା ବର୍ଷର ଖାଲି ପଡିଥିବା ପଦବି ଅନ୍ତର୍ଭୁକ୍ତ ହୋଇ ନାହିଁ। ଡିସେମ୍ବର ୨୬ରେ ଶିକ୍ଷା ସହାୟକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପୂର୍ବରୁ ପୁରୁଣା ନିୟମାବଳୀରେ ଆବଶ୍ୟକ ସଂଶୋଧନପ୍ରସଂଗରେ ସରକାରଙ୍କ ଅନୁମତି ନିଆଯାଇଥିଲା। ସଂଶୋଧନର ଯଥାର୍ଥତା ସଂକ୍ରାନ୍ତରେ ଅବଗତ କରାଯିବା ପରେ ସରକାର ୨୦୧୬, ଅକ୍ଟୋବର ୨୫ରେ ଏ ସଂପର୍କିତ ଅନୁମୋଦନ ପ୍ରଦାନ କରିଥିଲେ। ଏଭଳି ପରିସ୍ଥିତିରେ ୨୦୧୬, ଡିସେମ୍ବର ୨୬ର ବିଜ୍ଞପ୍ତିକୁ ଚାଲେଞ୍ଜ କରି ରୁଜୁ ମାମଲା ଗୁଡିକ ଖାରଜ କରାଯାଉ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ଦର୍ଶାଯାଇଛି। ଆବେଦନକାରୀ ପ୍ରାର୍ଥୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଜଗନ୍ନାଥ ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ, ଆଇନଜୀବୀ ସୌଭାଗ୍ୟ ସାମଲ, ହେମନ୍ତ କୁମାର ରାଟସିଂ ପ୍ରମୁଖ ମାମଲା ପରିଚାଳନା କରୁଛନ୍ତି।
32 Age kariba mo matare thik nuhe because pila padhibe 30 age parjanta au kouni karan pain 2 year jadi post n bahare tebe over age heijib....jadi high court applicant k abedanaku dyana deuni ta hele overage bhai bhauni mane SUPREM COURT KARIBA
Suprim court kale kichhi lava habani,jadi high court deithanta 42age tahale suprim court jaithile 32age hoyi parithanta..
jana paduchi khubu sigra case salve..hoijiba. august last week sudha posting milijiba..
Are case final hei6i ki nh mu pacharu6i mu janini
Case final heijai6i
Case no. Dela
Aji sambada paper page 6 re..
keun paperre dei6i
Case kn final heijai6i ki
Sambadre deini ta
Today check the news..Paper..We will get our results soon..High court will soon solve the case
Which news paper ?
Overage candidates are not eligible..Only 32..In Sambad paper